ବାଘଛାଲ ଓ ହାତୀଦାନ୍ତ ଜବତ

0 301

 

ବଲାଙ୍ଗିର,୬/୫(ଏସ ଏସ ନିଉଜ) ସଇନ୍ତଲା ଟିକ୍ରାପଡାରେ ବାଘ ଛାଲ ଡିଲ ବେଳେ ବାଘ ଛାଲ ବେପାରୀକୁ ଏସଟିଏଫ୍ ଧରିଛି ।ସିଏ ହେଲେ ଟିକ୍ରାପଡା ଚରଚରା ଗାଁ ଆଦିକନ୍ଦ ଘିବେଲା ।ଏସଟିଏଫ୍ ଗ୍ରାହକ ବେଶରେ ଆସି ବାଘଛାଲ ଜବତ କରିବାରେ ସକ୍ଷମ ହୋଇଥିଲେ ।ସେହିଁଭଳିଭାବେ ଗତକାଲି ମାଲପଡାରୁ ୬ଟି ହାତୀ ଦାନ୍ତ ଜବତ କରି ମାଲପଡାର ନୁରିନ ସେଠଙ୍କୁ ଗିରଫ କରାଯାଇଛି । ହାତୀ ଦାନ୍ତ ବିକିବା ପାଇଁ ନେଉଥିବା ବେଳେ ବୋଷ କଲୋନୀ ନିକଟରେ ନୁରିନଙ୍କୁ ବନ ବିଭାଗ ଓ ଏସଟିଏଫ୍ ଧରିଥିଲା ।

Leave A Reply

Your email address will not be published.