ଦ୍ଵନ୍ଦରେ ମୃତଦେହ!

0 115

କେନ୍ଦୁଝର,୩।୨(ଏସଏସ ନିଉଜ) ଘଟଗାଁଥାନା ଅଧିନସ୍ତ ରୋହିଣୀଦୁମାରେ ଜଣଙ୍କର କ୍ଷତାକ୍ତ ମୃତଦେହ ଉଧାର ହୋଇଛି।ଘଟଗାଁଥାନା IIC କହୁଛନ୍ତି ବଣ୍ୟଜନ୍ତୁୁ ଆକ୍ରମଣରେ ମୃତ୍ୟୁ ଘଟିଛି।କେନ୍ଦୁଝର ACF କହୁଛନ୍ତି ତଣ୍ଟିକାଟି ହତ୍ୟା କରାଯାଇଛି। IIC ଓ ACFଙ୍କ ଭିନ୍ନ ଭିନ୍ନ ବୟାନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ଉପୁଜିଛି।

Leave A Reply

Your email address will not be published.