ଦେଶୀମଦ ଜବତ

0 203

ମେଣ୍ଢାଶାଳ,୪/୩(ଏସଏସନିଉଜ)ଚନ୍ଦକାଥାନାପୁଲିସ ବେଆଇନ ଦେଶୀମଦ ବିକ୍ରି ଅଭିଯୋଗରେ ମହୁଲ ନୁଆସାହି ଗ୍ରାମର ବେଣୁଧର ମହାରଣାଙ୍କୁ ଗିରଫକରି ଶନିବାରଦିନ କୋର୍ଟଚାଲାଣ କରାଯାଇଛି ।ବେଣୁଧର ତାଙ୍କଗାଁମୁଣ୍ଡରେ ବେଆଇନ ଦେଶୀମଦ ବିକ୍ରି କରୁଥିବାବେଳେ ଚନ୍ଦକାପୋଲିସ ହାତରେ ଶୁକ୍ରବାର ରାତିରେ ଧରାପଡିଥିଲା ।ପୋଲିସତାଠାରୁ ୪୦ଲିଟର ଦେଶୀମଦ ଜବତକରିବାସହ ତାକୁ ଗିରଫକରି ୬୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଲାଣ କରିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.