ଧରାପଡିଲା ଚେନ୍ ଲୁଟେରା

0 348

ଭୁବନେଶ୍ୱର,୨୨/୧୨(ଏସ୍‌ଏସ୍‌ନିୟୁଜ)ଧରା ହେଲା ଚେନ୍ ଲୁଟେରା ।ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ପଳାଉଥିବାବେଳେ ଧରାପଡିଛି ।ସ୍ଥାନୀୟ ଲୋକମାନେ ଏହି ଚେନ୍ ଲୁଟେରାକୁ କାବୁ କରିବା ସହ ଉତମ ମଧ୍ୟମ ମଧ୍ୟ ଦେଇଛନ୍ତି । ପୋଲିସକୁ ଖବର ଦେବାପରେ ବଡଗଡଥାନା ପୋଲିସ ଆସି ଲୁଟେରାକୁ ଥାନାକୁ ନେଇଥିବାର ଜଣାପଡିଛି ।ଏହି ଘଟଣା ବଡଗଡ ଥାନା ଅର୍ନ୍ତଗତ ଜ୍ୟୋତି ମର୍ଟର୍ସ ପାଖରେ ଘଟିଛି ।

Leave A Reply

Your email address will not be published.