ଧରାପଡିଗଲା ମ୍ୟାଡମ୍‌ଙ୍କ ମିଛ

 ଖବର ଆଜିର ତାରିଖ ୧୯/୦୬/୨୧, ଶନିବାର

0 325

୧-ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ।ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି।
୨-ବିଶେଷଜ୍ଞଙ୍କ ଆଶଙ୍କା ଅକ୍ଟୋବର ସୁଦ୍ଧା ଆସିପାରେ କରୋନାର ତୃତୀୟ ଲହର। ପ୍ରସ୍ତୁତ ରହି ଡବଲ ମାସ୍କ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ।
୩-ସାଇବର ଅପରାଧୀଙ୍କ ନୂଆ କୈ।ଶଳ ,ଦଶମ, ଦ୍ବାଦଶ ଶ୍ରେଣୀ ପରୀକ୍ଷା ପ୍ରମାଣ ପତ୍ର ନାଁ ରେ ଅଭିଭାବକଙ୍କୁ ଫସାଉଛନ୍ତି।
୪-କଟକରୁ ନକଲି କରୋନା ଔଷଧ ଜବତ ଘଟଣା, କମ୍ପାନୀ ମାଲିକକୁ ଜେରା ପାଇଁ ମୁମ୍ବାଇ ଗଲା STF।
୫-୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୬-ଦିଲ୍ଲୀପ ତିର୍କୀ ହେଲେ ହକି ଆଡହକ କମିଟି ଚେୟାରମ୍ୟାନ।
୭-ରାଜ୍ୟରେ ସ୍ୱାଭାବିକ ମୌସୁମି, ୨୧ ଓ ୨୨ରେ ପ୍ରବଳ ବର୍ଷା।
୮-420 ଅଧ୍ୟାପିକା ଅଭୀପସା ପଟ୍ଟନାୟକ:ଧରାପଡିଗଲା ମ୍ୟାଡମ୍‌ଙ୍କ ମିଛ , ଜାଲ୍ ସାର୍ଟିଫିକେଟ୍‌ରେ ୧୩ବର୍ଷ ଚାକିରୀ, ଫେରାର ଅଧ୍ୟାପିକାଙ୍କୁ ଖୋଜୁଛି ପୋଲିସ।
୯-୭ ଜିଲାକୁ ୧ଲକ୍ଷ କୋଭିସିଲ୍ଡ, ତୁରନ୍ତ ଯୁବବର୍ଗଙ୍କୁ ଟିକା ଦେବାକୁ ଏସିଏସଙ୍କ ନିର୍ଦେଶ।
୧୦-ରାଜ୍ୟ ଭିଜିଲାନସ୍ ନିର୍ଦ୍ଦେଶକ , ବରିଷ୍ଠ IPS,ତଥା ବିଶିଷ୍ଟ ଗାଳ୍ପିକ ଡଃ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ।
୧୧-ରଥ ଯାତ୍ରା: ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ ହେବ RT-PCR ଟେଷ୍ଟ।
୧୨-ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ ; ଏନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି, ପରୀକ୍ଷା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା।
୧୩-ଆନ୍ଧ୍ରରେ ତାଲାବନ୍ଦ ଅବଧି ଜୁନ୍‍ ୩୦ ପର୍ୟ୍ୟନ୍ତ ବଢିଲା।
୧୪-କିମ୍ବଦନ୍ତୀ ଆଥଲେଟ୍ ମିଲଖାଙ୍କ ୯୦ ବର୍ଷ ବୟସରେ ଦେହାନ୍ତ। ସୁପ୍ରଭାତ, ଗୁଡମର୍ଣିଂ।

Leave A Reply

Your email address will not be published.