ଧରାପଡିଲେ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗ

0 185

ମାଲକାନଗିର. ୨୯/୩(ଏସଏସନିଉଜ) ଏକ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ମାଲକାନଗିରି ପୋଲିସ ଧରିଛି ।ସେମାନେ ହେଲେ ପୋଲିସ ଆରେଷ୍ଟ କରିଥିବା ବ୍ୟକ୍ତିମାନେ ହେଲେ ଶକ୍ତି ଦ ବଚ୍ଚର,ଆଶିମ୍ ବିଶ୍ୱା.ସନିରଂଜନ ରୟ ,. ବିଷ୍ଣୁ ବିଶ୍ୱାସ.. ଶ୍ୟାମଲ ସାହା । ଏମାନଙ୍କ ଠାରୁ ନଗଦ ୧୭୦୦ -ଟଙ୍କା, ଦୁଇଟି ମୋବାଇଲ୍ ଫୋନ, ୬ ରୋଲ ବ୍ୟାଣ୍ଡେଜ୍ ଗେଜ୍‌, କାଗଜପତ୍ରର ୨୦୦୦ ଟଙ୍କା ଆଦି ଜବତ କରିଛି । ଏହି ଗ୍ୟାଙ୍ଗ ବେଆଇନ ନକଲି ନୋଟ ଲୋକଙ୍କୁ ଯୋଗାଇବା ବାହାନା କରି ଠକେଇ କରିଛି ।ଏହାର ଚେର ପଶ୍ଚିମବଙ୍ଗ ର୍ଯୟନ୍ତ ଲମ୍ବିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

 

Leave A Reply

Your email address will not be published.