ଶିମିଳିପାଳରେ ଲଗିଛି ନିଆଁ

0 137

ଭୁୁବନେଶ୍ୱର,୨୯/୩(ଏସଏସନିଉଜ)ସିମଳିପାଳର ଉତ୍ତର ଶିମିଳିପାଳର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ୪ଟି ସ୍ଥାନରେ ଅଭୟାରଣ୍ୟର ଶୁଖିଲା ଗଛପତ୍ର ଜଳୁଛି। ଏହାକୁ ଆୟତ କରିବାପାଇଁ ୭୦୦ରୁ ଉର୍ଦ୍ଧ ବନ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।ଏହାସହ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.