ଧରାପଡିଲା ମହିଳା ମାଓବାଦୀ

0 360

ମାଲକାନଗିରି, ୧୧/୩(ଏସଏସନିଉଜ) ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ମହିଳା ମାଓବାଦୀ କୁଞ୍ଜାମ ଭୀମାଙ୍କୁ ପୋଲିସ ଗିରଫ କରିଛି । ମାଓ ଦମନ ନିମନ୍ତେ ଛାତିଶଗଡର ଉସୁର ପୋଲିସ ଷ୍ଟେସନର ମହିଳା ଏବଂ ପୁରୁଷ ଫୋର୍ସର ମିଳିତ ଟିମ୍ ସର୍ଚ୍ଚ ଅପରେସନ ସମୟରେ ରେଙ୍ଗାଲପାରା ଗୁଜପାର୍ଟି ଅଞ୍ଚଳରେ ୨୨ ବର୍ଷୀୟା ମହିଳା ମାଓବାଦୀ କୁଞ୍ଜାମ ଭୀମାଙ୍କୁ ଗିରଫ କରିଥିଲେ । କୁଞ୍ଜାମ ଦୀର୍ଘ ବର୍ଷ ଧରି ମାଓ ସଙ୍ଗଠନରେ କାର‌୍ୟ କରୁଥିବାସହ ମାଓ ମିଲିସିଆ ବାହିନୀର ସଦସ୍ୟ ଥିଲେ ।

Leave A Reply

Your email address will not be published.