ଭିଜିଲାନ୍ସ ଜାଲରେ ଟାଟାପାୱର ପରିଚାଳକ

0 167

ସମ୍ବଲପୁର,୧୧/୩(ଏସଏସନିଉଜ)ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଶ୍ଚିମ ଓଡ଼ିଶା ଡିଷ୍ଟ୍ରିବ୍ୟୁସନର ପରିଚାଳକ ବା ବିଦତ୍ତ୍ ବିତରଣକାରୀ ସଂସ୍ଥା ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ସମ୍ବଲପୁର ଘର, ବୁର୍ଲା ଅଫିସ ଓ ବରଗଡ଼ ପୈତୃକ ଘରକୁ ନେଇ ଏକାକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ରେଡ କରିଛି ।

Leave A Reply

Your email address will not be published.