ଧର୍ମାନୁଷ୍ଠାନରେ ଭକ୍ତଙ୍କୁ ବାରଣ

0 206

ଗଞ୍ଜାମ, ୮/୧(ଏସଏସନିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଧର୍ମାନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ଫେବ୍ରୁଆରୀ ପହିଲା ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି । ଜିଲ୍ଲାର ପ୍ରମୁଖ ପୀଠ ଯେପରି ତାରାତାରିଣୀ, ମାଆ ବୁଢ଼ି ଠାକୁରାଣୀ, ସିଦ୍ଧ ଭୈରବୀ ଆଦିସ୍ଥାନମାନଙ୍କରରେ ଭିଡ଼ ନହେବାଦୀଗରେ ଦୃଷ୍ଟିଦେବାସହ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି ।

 

 

Leave A Reply

Your email address will not be published.