ଦିଗପହଣ୍ଡିରେ ବୀଭତ୍ସ ହତ୍ୟାକାଣ୍ଡ

0 108

ବ୍ରହ୍ମପୁର, ୨୯ା୬(ଏସଏସନିଉଜ)ଦିଗପହଣ୍ଡିଥାନା ଅନ୍ତର୍ଗତ ମହୁଡ଼ାଗ୍ରାମରେ ଦୁଇଜଣଙ୍କୁ ହତ୍ୟାକରାଯାଇ ପୋଡ଼ି ଦିଆଯାଇଥିବା ଜଣାଯାଇଛି ।ଗତକାଲି ବିଳମ୍ବିତରାତିରେ ଦୁର୍ବୃତ୍ତମାନେ ଗାଁଭିତରେ ଲିଟୁପୁରୋହିତ ଓ ଶିବଗୌଡ଼ଙ୍କୁ ହତ୍ୟା କରି ପୋଡ଼ିଦେଇଛନ୍ତି।ଏହି ଘଟଣା ପରେ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।ତେବେ ପୂର୍ବ ଶତ୍ରୁତାରୁ ଏହା ଘଟିଥବାର କୁହାଯାଉଛି।

 

Leave A Reply

Your email address will not be published.