ଡିଜେସାଉଣ୍ଡ ନେଲା ଜୀବନ

0 67

ରାଉରକେଲା,୨୪।୨(ଏସଏସନିଉଜ) ଅତ୍ୟଧିକ ଡିଜେସାଉଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ଏସଆଇଟି ଛକରେ ସରସ୍ୱତୀ ପୂଜା ପ୍ରୋସେସନ ବେଳେ ଡିଜେ ସାଉଣ୍ଡ ବାଜୁଥିଲା । ଆଉ ସେହିପାଖରେ ଚାଦୋକାନୀ ପ୍ରେମନାଥ ବାରଭାୟା ଥିଲେ ।ଡିଜେସାଉଣ୍ଡ ଶୁଣି ହଠାତ୍ ସେ ଅସୁସ୍ଥ ଅନୁଭବକରି ଟଳିପଡ଼ିଲେ ।ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବରପାଇ ପୋଲିସ ଭଦ୍ରକ ଅଂଚଳର ଡିଜେ ଗାଡ଼ିକୁ ଜବତ କରିଛି ।

Leave A Reply

Your email address will not be published.