ଓଡିଶା ଡ୍ରାଇଭର ମହାସଂଘର ଦାବି ମାନିଲେ ସରକାର

0 425

ଭୁବନେଶ୍ୱର,୧୬ା୩(ଏସଏସନିଉଜ) ଦୁଇ ଦିନହେବ ଆରମ୍ଭ ହୋଇଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନ ହେଉଥିବାବେଳେ ୩ମାସ ମଧ୍ୟରେ ଡ୍ରାଇଭର ମହାସଂଘର ଦାବି ସମାଧାନ ହେବ ବୋଲି ଆଜି ନିଷ୍ପତି ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ଆଜି ୭ଘଟିକା ସମୟରେ ସମ୍ମିଳନୀକକ୍ଷରେ ମହାସଂଘର କର୍ମକର୍ତାମାନଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ମହାସଂଘର ଦାବୀକୁ ଆସନ୍ତା୩ମାସ ମଧ୍ୟରେ ସମାଧାନ ହେବବୋଲି ନିଷ୍ପତି ନିଆଯାଇଛି । ଏନେଇ ଓଡ଼ିଶାଡ୍ରାଇଭର ଏକତାମହାସଂଘର ଆବାହକଙ୍କୁ ମୁଖ୍ୟଶାସନସଚିବଙ୍କ କାର୍ଯ୍ୟାଳୟପକ୍ଷରୁ ଚିଠି ଲେଖାଯାଇଛି ।ତେବେ ଆଲୋଚନା ନେଇ ଡ୍ରାଇଭର ସଂଘର ପ୍ରତିକ୍ରିୟା ମିଳିନାହିାଁ

 

Leave A Reply

Your email address will not be published.