ଡ୍ରାଇଭରଙ୍କୁ ଛୁରାମାଡ଼

ଯୋଡ଼ା,୧୨।୧(ଏସଏସ ନିଉଜ)ଚାନ୍ଦା ଆଦାୟକୁ ନେଇ ଟ୍ରକ୍ ଡ୍ରାଇଭରଙ୍କୁ ଛୁରାମାଡ଼ କରି ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଚାଳକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

- Advertisement -

Leave A Reply

Your email address will not be published.