ଦୁଇଦିନ ବ୍ୟାଙ୍କରେ ଝୁଲିବ ତାଲା

0 240

ଭୁବନେଶ୍ୱର,୧୫/୧୨(ଏସଏସନିୟୁଜ) ଡିସେମ୍ବର୧୬ ଓ ୧୭ରେ ବ୍ୟାଙ୍କ ଧର୍ମଘଟ ଯୋଗୁ ବ୍ୟାଙ୍କସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ସରକାରଙ୍କ ବ୍ୟାଙ୍କ ଘରୋଇକରଣ ବିରୋଧରେ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୁଇଦିନିଆ ଧର୍ମଘଟ ଘୋଷଣା କରିଛନ୍ତି ।ଦୁଇଦିନ ବ୍ୟାଙ୍କରେ ତାଲା ଝୁଲିବା ଯୋଗୁ ବ୍ୟାଙ୍କସେବା ସେବା ବାଧାପ୍ରାପ୍ତ ହେବ । ଦେଶର ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କ ୟୁନିଅନର ମିଳିତ ମଂଚ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।

 

Leave A Reply

Your email address will not be published.