ଦମ୍ପତିଙ୍କୁ ହାଣିଦେଲେ ଦୁର୍ବୁତ

0 228

ରାଇରଙ୍ଗପୁର, ୨୮/୧୧(ଏସଏସନିୟୁଜ) ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଗମ୍ଭାରିଆ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ସ୍ବାମୀ,ସ୍ତ୍ରୀଙ୍କୁ ଶୋଇଥିବାବେଳେ ଦୁର୍ବୁୟମାନେ ଟାଙ୍ଗିଆରେ ହାଣିଛନ୍ତି ।ଯାହାଫଳରେ ମାନସିଂ ସୋରେନ୍ ମୃତ୍ୟୁବରଣ କରିଥିବାବେଳେ ସ୍ତ୍ରୀ ସାଲହୋମଣିଙ୍କୁ ସଂକଟାପନ୍ନ ଅବସ୍ଥାରେ ବାରିପଦା ପିଆରଏମ୍ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ସମସ୍ତେ ଶୋଇଥିବାବେଳେ ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରକୁ ପଶି ଆସି ବାପା, ମାଙ୍କୁ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ମୃତ ମାନସିଂଙ୍କ ନାବାଳକ ପୁଅ ପୋଲିସ ଆଗରେ ବୟାନ୍ ଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.