ଦୁର୍ଘଟଣାଗ୍ରସ୍ତ ହେଲା ଆରତୀଷ୍ଟିଲ ବସ

0 123

ଢେଙ୍କାନାଳ,୨୫।୫(ଏସଏସନିଉଜ)ଆରତୀଷ୍ଟିଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି।ଏହି ଦୁର୍ଘଟଣାରେ ଦୁଇ ମହିଳା ଯାତ୍ରୀଙ୍କ ସମେତ ୬ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି।ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.