ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଗିରଫ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଖୁଦୁରୁକୁଣି ପୁଜା ଚାଲୁଥିବାବେଳେ ଜଣେ ନାବାଳିକାକୁ ଫସାଇ ବଳକ୍ତାର କରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଜଣଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସିଏ ହେଲେ ଭରତପୁର ଥାନା ଅଂଚଳର ମୁନା ବେହେରା (୩୦)ା
ପ୍ରକାସ ଯେ,ଗତରବିବାରରାତିରେ ଚନ୍ଦକାଥାନା ଅଧିନସ୍ଥ ଏକ ଗ୍ରାମରେ ଯୁବତୀମାନେ ଖୁଦୁରୁକୁଣି ପୁଜା କରୁଥିଲେ । ଏହିଗ୍ରାମକୁ ଭରତପୁରର ମୁନା ବେହେରା ନାମକ ଯୁବକ ତାଙ୍କ ବନ୍ଧୁଘରକୁ ବୁଲିବାକୁ ଆସି ରହିଥିଲା ।ମୁନାଖୁଦୁରୁକୁଣି ପୁଜାପାଖକୁ ଯାଇ କୈ÷ାଶଳକ୍ରମେ ସେଠାରେ ପୁଜାରେ ସାମିଲ ହୋଇଥିବା ଜଣେ ୧୩ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଡାକି ବାହାରକୁ ନେଇଆସିଥିଲା ।ଏହାପରେ ସେ ନାବାଳିକାକୁ ଏକ ନିଛାଟିଆସ୍ଥାନକୁ ଆଣି ବଳକ୍ତାର କରି ପଳାଇଯାଇଥିଲା ।ନାବାଳିକା ଜଣଙ୍କ ଘଟଣା ବିଷୟରେ ସୋମବାର ପରିବାର ଲୋକଙ୍କୁ ଜଣାଇବାପରେ ନାବାଳିକାର ବାପା ମଙ୍ଗଳବାର ସକାଳେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଆଇଆଇସି ସମିତାମିଶ୍ର ନାବାଳିକାର ବୟାନ ନେବାସହ ୩୪୭/୨୫କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ।ଖବରପାଇ ମଙ୍ଗଳବାର ବଳମ୍ଭିତରାତିରେ ଚନ୍ଦକାଥାନାପୋଲିସ ଭରତପୁର ଅଂଚଳରୁ ମୁନାକୁ ଗିରଫକରି ଡାକ୍ତରିମାଇନା କରିବାସହ ବୁଧବାରଦିନ କୋର୍ଟଚାଳଣ କରିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.