ଏବେ ଆମକୁ ଏକୁଟିଆ ଛାଡ଼ିଦିଅ

0 257

ଭୁବନେଶ୍ୱର,୩୧/୭(ଏସଏସନିଉଜ) ଏବେ ଆମକୁ ଏକୁଟିଆ ଛାଡ଼ିଦେବାକୁ ଅନୁରୋଧ କରିଛନ୍ତି ଅପରାଜିତା ।ଏହାସହ ସହଯୋଗ ପାଇଁ ମିଡିଆକୁ ଧନ୍ୟବାଦ ଜଣାଇବାସହ ଘର ଆଗରେ ଭିଡ଼ ନକରିବାକୁ ଅନୁରୋଧ କରିଛନ୍ତି ।ସେ କହିଛନ୍ତି ଯେ,ଉତ୍ତମ ବାବୁ ଓ ମୋ ଭିଣୋଇଙ୍କ ଦେହ ଭଲ ନାହିଁ.ଯଦି ଆମ୍ବୁଲାନ୍ସ ଦରକାର ହୁଏ, ଆସିବାରେ ସମସ୍ୟା ହେବ ।ଏହାସହ ସାଧାରଣଲୋକଙ୍କୁ ରାସ୍ତାରେ ଯିବାରେ ସମସ୍ୟା ହେଉଛି’ ବୋଲି କହିଛନ୍ତି ଅପରାଜିତା ।

Leave A Reply

Your email address will not be published.