ନିଶାମାଫିଆର ୧କୋଟିସମ୍ପତ୍ତି ବାଜ୍ୟାପ୍ତି

0 170

ଭୁବନେଶ୍ୱର,୩୧/୭(ଏସଏସନିଉଜ) ନିଶା ମାଫିଆର ୧ କୋଟି ୩୨ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।କୋଲକାତା ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଶେଖ୍ ଜାମସେଦର ସମ୍ପତ୍ତି ବାଜ୍ୟାପ୍ତି ହୋଇଛି ।ବାଜ୍ୟାପ୍ତ ସଂପତ୍ତି ମଧ୍ୟରେ ୩ ମହଲା ଘର ଓ ଏକାଧିକ ପ୍ଲଟ ମଧ୍ୟ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.