ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ହେଲେ ସନ୍ତୃପ୍ତ ମିଶ୍ର

0 163

ଭୁବନେଶ୍ୱର,୭/୬(ଏସଏସନିୟୁଜ) ଲିଙ୍ଗରାଜ ମନ୍ଦିର ଓ ପାରିପାଶ୍ୱିର୍କ ଉନ୍ନତି ପାଇଁ ହୋଇଥିବାଏକାମ୍ର’ ଯୋଜନାର ହୋଇଛି ଶୁଭାରମ୍ଭ । ଲିଙ୍ଗରାଜ ମନ୍ଦିର ଆଖପାଖ ୮୦ ଏକର ଜମି ସହ ବିନ୍ଦୁସାଗରର ହେବ ବିକାଶମୂଳକ କାର‌୍ୟ୍ୟ । ଏକାମ୍ର’ ଯୋଜନା ପୂର୍ତ୍ତ ବିଭାଗ ଅଧୀନରେ କାର‌୍ୟ୍ୟ କରିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ଉପଦେଷ୍ଟା କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କମିଟିର ଅଧ୍ୟକ୍ଷ ଭାବେ ଡକ୍ତର ସନ୍ତୃପ୍ତ ମିଶ୍ରଙ୍କୁ ମନୋନୀତ ହୋଇଥିବାର ଜଣାପଡିଛି ।
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

Leave A Reply

Your email address will not be published.