ଫସିଲା ଆମ୍ବୁଲାନ୍ସ

0 158

କେନ୍ଦୁଝର , ୨/୮(ଏସଏସନିୟୁଜ) ଗୁରୁତର ମହିଳାଙ୍କୁ ଡାକ୍ତରଖାନା ନେଉଥିବାବେଳେ ମାଟିକାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ। ତିନିଘଣ୍ଟା ପରେ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅରୁ ଟାଣି ବାହାର କରାଯିବା ପରେ ଡାକ୍ତରଖାନାକୁ ଯାଇଥିଲେ ରୋଗୀ ।
ପଠାଯାଇଥିଲା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମର ରେଙ୍ଗାଳବେଡ଼ା ସାହିର ଦ୍ରୌପଦୀ ପାତ୍ର ନାମକ ଗୁରୁତର ମହିଳା ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଯାଉଥିବାବେଳେ ରାସ୍ତାରେ କାଦୁଅ ଯୋଗୁ ଆମ୍ବୁଲାନ୍ସ ଟି ଦବିଯାଇଥିଲା । ରବିବାର ଦିନ ତିନିଘଣ୍ଟା ଧରି ଯନ୍ତ୍ରଣାରେ ଛଟପଟ ହେବାପରେ ଟ୍ରାକ୍ଟର ଦ୍ୱାରା ଆମ୍ବୁଲାନ୍ସକୁ ଉଠାଇବାପରେ ମେଡିକାଲକୁ ଯାଇଥିଲେ ।

Leave A Reply

Your email address will not be published.