ଫେରିଲେ ପହଂଚିଲେ ପ୍ରତାପ ଷଡ଼ଙ୍ଗୀ

0 154

ଭୁବନେଶ୍ୱର,୧୪/୭(ଏସଏସନିୟୁଜ) ପୁର୍ବତନକେନ୍ଦ୍ରମନ୍ତ୍ରୀ ପ୍ରତୀପ ଷଡଙ୍ଗୀ ମନ୍ତ୍ରୀପଦରୁ ଅବ୍ୟାହତି ପରେ ଦିଲ୍ଲୀରୁ ଓଡିଶା ଫେରିଛନ୍ତି ।ହାତଗଣତି ଦଳୀୟ କର୍ମୀ ତାଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରି ଆଣିଥିଲେ । ମନ୍ତ୍ରୀପଦ ପାଇଁ ଆଶାୟୀ ନଥିବାରୁ ଏବେ ନିଜ ନିର୍ବାଚନ କ୍ଷେତ୍ରକୁ ଅଧିକ ସମୟ ଦେଇପାରିବେ ବୋଲି କହିଛନ୍ତି ।ଅନ୍ୟପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭ ଲୋକକଲ୍ୟାଣ ମାର୍ଗରେ ଥିବା ବାସଭବନରେ ପ୍ରଥମ କ୍ୟାବିନେଟ ବୈଠକ ବସିଛି ।

Leave A Reply

Your email address will not be published.