ଚୀନରେ ଭୂମିକମ୍ପ

0 212

ଭୁବନେଶ୍ୱର,୬/୯(ଏସଏସ ନିଉଜ)ଚୀନର ସିଚୁଆନ ପ୍ରଦେଶରେ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଭୂମିକମ୍ପରେ ଏପର୍ଯ୍ୟନ୍ତ ୪୬ ଜଣଙ୍କ ମୃତ୍ୟୁ ସୂଚନା ମିଳିଛି। ଗତକାଲି ସିଚୁଆନ ପ୍ରଦେଶର ରେ ଭୂମିକମ୍ପ ହୋଇଥିଲା।ଭୂମିକମ୍ପର ତୀବ୍ରତା ୬.୮ ରେକର୍ଡ ହୋଇଥିଲା ।

Leave A Reply

Your email address will not be published.