ଫୁଟବଲଟୁର୍ଣାମେଣ୍ଟ କୁ ଉଦ୍ ଘାଟନ କଲେ ନାରିନେତ୍ରୀ କୈାଶଲ୍ୟା

0 195

ମେଣ୍ଢାଶାଳ,୮/୧(ଏସଏସନିୟୁଜ)ମେଣ୍ଢାଶାଳଗ୍ରାମପଂଚାୟତର ହରିଡାମଡା ଅଦିବାସୀସାହି ଖେଳପଡିଆରେ ଶୁକ୍ରବାରିନ ୩୫ତମ ଆଦିବାସୀ ଫୁଟବଲ ଟୁର୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି ।ଏହି ମ୍ୟାଚକୁ ପଂଚାୟତର ନାରିନେତ୍ରୀ କୈାଶଲ୍ୟା ବଳିୟାରସିଂହ ଆନୁଷ୍ଠାନିକଭାବେ ଉଦ୍ ଘାଟନ କରିଥିଲେ ।ପଳାସପୁରସହ କଂଟାବଡ ଓ ଦ୍ୱତୀୟମ୍ୟାଚରେ ଗୁପ୍ତପଡାସହ ଦଳୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ପ୍ରଥମମ୍ୟାଚରେଟ୍ରାଇବ୍ରେକରରେ ବିଜେତା ବଛାଯାଇଥିଲା ।ଫଳରେ କଂଟାବାଡଦଳ ଗୋଟିଏ ଗୋଲଦେଇ ବଜୟୀ ହୋଇଥିଲା ।ଦ୍ୱିତୀୟମ୍ୟାଚରେ ଦଳୁଆ୪-୦ଗୋଲରେ ବିଜୟୀଲାଭ କରିଥିଲା ।ଆସନ୍ତା୧୧ତାରିଖରେ ଏହାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବବୋଲି ପ୍ରଭାତପରିଡା ଓ ସମ୍ପାଦକ ସୁଧରପ୍ରଧାନ ଜଣାଇଛନ୍ତି ।ରେଫରୀ ପ୍ରମୋଦକୁମାରମାଝୀ ଓ ଲାଇନମ୍ୟାନ ବିଦ୍ୟାଧର ଓ ରତ୍ନାକର ଏହାକୁ ପରିଚାଳନା କରିଥିଲେ । (ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.