ଫରେଷ୍ଟଗାର୍ଡ ନିଲମ୍ବିତ

0 138

ଆଠଗଡ଼, ୨୦/୬(ଏସଏସନିଉଜ) ହାତୀ କଙ୍କାଳ ମିଳିବା ଘଟଣାରେ ବନ ବିଭାଗର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନ ଫରେଷ୍ଟ ଗାର୍ଡ ପ୍ରଭାତ କୁମାର ପ୍ରଧାନଙ୍କୁ ନିଲମ୍ବନ ସହ କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।

 

Leave A Reply

Your email address will not be published.