୧୦ଲୁଟେରା ଗିରଫ ୧୫ଲକ୍ଷ ଜବତ

0 108

ଜଳେଶ୍ୱର, ୨୦/୬(ଏସଏସନିଉଜ)୨ ଦିନ ତଳେ ଯାଜପୁରରେ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ରିଛି ପୋଲିସ ।ଏହି ଘଟଣାରେ ୧୦ ଲୁଟେରା ଗିରଫ କରିବାସହ ୧୫ ଲକ୍ଷ ଟଙ୍କା ଓ ୨ଟି ଗାଡ଼ି ଜବତ କରିଛି ।ଜଳେଶ୍ୱର ଦେଇ ପଶ୍ଚିମବଙ୍ଗ ଖସିଲା ବେଳେ ଜଳେଶ୍ୱର ପୋଲିସ ହାତରେ ଏମାନଏ ଧରାପଡିଥିଲେ ।

 

Leave A Reply

Your email address will not be published.