ଗଛମୁଳରୁ ମିଳିଲା ନବଜାତ ଶିଶୁ ପୁତ୍ର

0 147

ବାରଙ୍ଗ,୨/୫(ଏସଏସନିୟୁଜ) ଗଛମୁଳରୁ ମିଳିଛି ନବଜାତଶିଶୁପତ୍ର ।ଶିଶୁପତ୍ରର ନାହି ଲାଗିଛି ।ଏକ ଶାଢିଉପରେ ଶୋଇଛି ପିଲାଟି ।କିନ୍ତୁ ତାର ମୁହଁ,ହାତ,କାନ ରକ୍ତାତ ହୋଇଯାଇଛି ।କିନ୍ତୁ ବଂଚିଛି ।ଏହିଭଳି ଘଟଣା ରବିବାର ସକାଳେ ରାଜଧାନୀ ଉପକଣ୍ଠ କଳାରାହଙ୍ଗଗ୍ରାମମୁଣ୍ଡ ରେ ଦେଖିବାକୁ ମିଳିଛି ।ପୋଲିସ ଆସି ପିଲାଟିକୁ ଉଦ୍ଧାର କରି ଚିକିସ୍‌ା ପାଇଁ ପଠାଇଛି ।କଳାରାହଙ୍ଗ ଗ୍ରାମମୁଣ୍ଡ ବଡପାଖେରୀକୁ ରବିବାର ସକାଳେ କିଚି ଯୁବକ ଶୈାଚ ପାଇ ଯାଇଥିବାବେଳେ ପିଲାଟିର କାନ୍ଦ ଶୁଣିଥିଲେ ।ଏହାପରେ ହୁଡାପାଖରେ ନିର୍ମାଣଧିନ ଆପାଟମେଟ ପଛପଟେଥିବା ଏକ ବାରମାସୀ ଗଛମୁଳରେ ଶିଶୁପୁତ୍ରଟି ଶୋଇଥିବାର ଯୁବକମାନେ ଦେଖିବାକୁ ପାଇଥିଲେ ।ହେଲେ ତାର ମୁହଁ,କାନ,ହାତ ରକ୍ତାତ ହୋଇଥିବାବେଳେ ଶିଶୁଟି ବଂଚିଥିବାର ଦେଖିବାକୁ ମିଳିଥିଲା । ଏହି ଖବର ପାଇ ଦେଖଣାହାରୀଙ୍କ ଭିଡ ଲାଗିଥିଲା ।ତେବେ ଖବରପାଇ ମଙ୍ଗଳବାର ବିଳମ୍ଭିତରାତିରେ କେହି ଜନ୍ମପରେ ଶିଶୁଟିକୁ ଏଠାରେ ଛାଡିଦେଇଥିବାର ଅନୁମାନ କରାଯାଇଥିଲା ।ଖବରପାଇ ଇନଫୋସିସ ଥାନାପୋଲିସ ଆସି ଶିଶୁଟିକୁ ଉଦ୍ଧାର କରି ଚିକିସ୍‌ାପାଇଁ ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.