ଗଛରେ ପିଟିହେଲା ବୋଲେରୋ

0 102

ଚମ୍ପୁଆ,୧୭ା୫(ଏସଏସନିଉଜ) ବାହାଘର ଭୋଜି ଖାଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ବୋଲେରୋଟି ପିଟିହେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ଚିକିସ୍‌ିତ ହେଉଛନ୍ତି ।ରୁଗୁଡି ଥାନା ଅଞ୍ଚଳର କିଛି ଯୁବକ ଗତକାଲି ଏକ ବୋଲେରୋରେ ଝାଡଖଣ୍ଡରୁ ବାହାଘର ଭୋଜି ଖାଇ ବିଳମ୍ବିତ ରାତିରେ ଫେରୁଥିଲେ ।ଗାଡିଟି ରାମଚନ୍ଦ୍ରପୁରଠାରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।ସ୍ଥାନୀୟ ଲୋକମାନେ ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

 

Leave A Reply

Your email address will not be published.