ଗାଡ଼ି ଚଳାଇବାକୁ ମନା କଲା ଘରୋଇ ବସ ମାଲିକ ସଂଘ

0 226

ସଂକ୍ଷେପରେ ଖବର ଆଜିର ତାରିଖ ୨୫/୦୫/୨୦, ସୋମବାର
୧-ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା, ଟିଟିଲାଗଡ଼ରେ ୪୫.୮ଡିଗ୍ରୀ। ଆସନ୍ତା ୫ ଦିନ ନିସ୍ତାର ନାହିଁ।
୨-ବଦଳିଲା କ୍ବାରେଣ୍ଟାଇନ ନିୟମ:ଲକ୍ଷଣ ନ ଥିଲେ ୭ ଦିନ,ସଂଗରୋଧ ଅବଧି ୧୪ଦିନକୁ ହ୍ରାସ।
୩-ଓଡ଼ିଶାରେ ୨୮ ଟି ଜିଲ୍ଲାରେ କାୟା ବିସ୍ତାର କରିଛି କରୋନା, ରାଜ୍ୟରେ ୧୩ ଶହ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।
୪-ରାଜଧାନୀରେ ଖୋଲିଲା ୮୫ ପାର୍କ, ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ଖୋଲା ରହିବ।
୫-ଗ୍ରାହକଙ୍କୁ ଉଋଝଟର କରୋନା ମାଡ଼:ଦୁଇ ମାସରେ ଆସିଲାଣି ଦୁଇଗୁଣ ବିଲ୍।
୬-ଭୁବନେଶ୍ୱର:ଗାଡ଼ି ଚଳାଇବାକୁ ମନା କଲା ଘରୋଇ ବସ ମାଲିକ ସଂଘ।
୭-ଲକ୍ ଡାଉନ୍ ପ୍ରଭାବ: ରାଜ୍ୟର କ୍ଷତି ୩୫୦୦୦କୋଟି ଛୁଇଁଲା।୨୪୦୦କୋଟିର ଏଝଞ ରାଜସ୍ବ କ୍ଷତି।
୮-ଛତ୍ରପୁର:ଟ୍ରେନ ଚେନ୍ ଟାଣି ଶତାଧିକ ପ୍ରବାସୀ ଓଡ଼ିଆ ଫେରାର, ୭୦ଙ୍କୁ କାବୁ କଲେ ପୋଲିସ।
୯-ବିଦ୍ୟାଳୟ ମନ୍ଦିର, ଶିକ୍ଷକ ଭଗବାନ: ହାଇକୋର୍ଟ।
୧୦-ଅନ୍ ଲାଇନ ମଦ ବେପାର: ନାଁ ନାଁ କରି ହଁ ଭରିଲେ ମଦ ଦୋକାନୀ ସଂଘ; ଆଜିଠାରୁ ହୋମ୍ ଡ଼େଲିଭରି।
୧୧-ନୁଆ ଦିଲ୍ଲୀ: ୨୭୪୯ ଖେଲୋ ଇଣ୍ଡିଆ ଆଥ୍‌ଲେଟ୍‌ଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ।
୧୨-ଗାଡ଼ି ମାଲିକଙ୍କୁ ମହଲତ; ଡ଼୍ରାଇଭିଂ ଲାଇସେନ୍ସ ଲାଗି ଜୁଲାଇ ୩୧ ଯାଏ ବଢ଼ିଲା ଅବଧି।
୧୩-ରାଫେଲ୍ ଯୁଦ୍ଧ ବିମାନ ଠିକ୍ ସମୟରେ ଭାରତରେ ପହଞ୍ଚିବ, ଫ୍ରାନ୍ସ ରାଷ୍ଟ୍ରଦୂତ ଦେଲେ ସୂଚନା।

Leave A Reply

Your email address will not be published.