ଗଞ୍ଜେଇ ଜବତ, ୩ ବେପାରୀ ଗିରଫ

0 193

କୋରାପୁଟ, ୧୯/୮(ଏସଏସନିୟୁଜ)ମାଛକୁଣ୍ଡ ପୋଲିସ ୧୦୮ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ରାଜସ୍ଥାନ ଅଞ୍ଚଳର ଜିତେନ୍ଦ୍ର ସିଂ, ମହମ୍ମଦ ଆଝାରୁଦ୍ଦିନ ଓ ସନ୍ତୋଷ କୁମାର । ମାଛକୁଣ୍ଡ ଅଞ୍ଚଳରୁ ରାଜସ୍ଥାନକୁ ଆର୍‌କେ ୧୪ସିୟୁ -୭୬୭୪ନଂ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଟିକାପୁଟ ଛକଠାରେ ପୋଲିସ ଧରିଥିଲା ।କାରକୁ ଯାଂଚ କରିବାପରେ ୧୦ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ମିଳିଥିଲା ।

Leave A Reply

Your email address will not be published.