ବାରଙ୍ଗ ୨୨।୯(ଏସଏସନିଉଜ) ବ୍ଲକସ୍ତରୀୟ ଜିପିଏଲଏଫ କର୍ମୀସଂଘ ପକ୍ଷରୁ ସୋମବାର ଦିନ ବାରଙ୍ଗବ୍ଲକ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ୬ ଦଫା ଦାବି ନେଇ ଶାନ୍ତିପୁର୍ଣଭାବେ ଧାରଣାରେ ବସିଛନ୍ତି ।ଯେପର୍ଯ୍ୟନ୍ତ ଦାବୀପୁରଣ ନହୋଇଛି ସେପର୍ଯ୍ୟନ୍ତ ଧାରଣା ଚାଲିବବୋଲି ସଂଘପକ୍ଷରୁ କୁହାଯାଇଛି ।ଏହିଧାରଣାରେ ସିଆରପି, ଏମ୍ବିକେ ଓ ବ୍ୟାଙ୍କମିତ୍ରମାନେ ସାମିଲହୋଇଛନ୍ତି ସ୍ଥାୟୀଦରମା,ସ୍ଥାୟୀନିଯୁକ୍ତି,ଆକାଉଂଟପେ, ପ୍ରୋପମାନ୍ସ ବୋନୋସ, ଛଅମାସର
https://www.facebook.com/share/v/1aigpphaFM/
ବକେୟା ରାଶିପ୍ରଦାନ, କାର୍ଯ୍ୟଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଆଦି ଦାବୀନେଇ ଧାରଣାରେ ବସିଥିଲେ ।ସମସ୍ତ ଦାବି ଗୁଡିକୁ ନାର୍ୟ୍ୟ ଦାବି ବୋଲି କହି ନାରାବାଜି ମଧ୍ୟ ଦେଇଛନ୍ତି । ଏସମ୍ପର୍କରେ ଏକ ଦାବିପତ୍ର ବାରଙ୍ଗ ବିଡ଼ିଓଙ୍କୁ ପ୍ରଦାନ କରି ଦାବୀପୁରଣ ନହେବାପର୍ଯ୍ୟନ୍ତ ଧାରଣା ବଳବତର ରହିବ ବୋଲି ଚେତାବନି ଦେଇଛି ସଂଘ।(ଶେଖ୍ ମୁନାବଙ୍କ ରିପୋର୍ଟ)
