ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

0 89

କୋରାପୁଟ,୩୦।୩(ଏସ ଏସନିଉଜ)କୋରାପୁଟ ସାନକେଲାର ଗାଁରେ ଅଭାବନୀୟ ଘଟଣା ଘଟିଛି।ସାତମାସର ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ସାନକେଲାର ଗାଁର ଦିବାନି ଖୋସଲା।ଆତ୍ମହତ୍ୟା ସନ୍ଦେହ କରାଯାଇ ଥିବାବେଳେ ପୋଲିସ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.