ବ୍ରହ୍ମପୁର,୧୮/୭(ଏସ ଏସ ନିଉଜ)ବ୍ରହ୍ମପୁରବିଶ୍ୱବିଦ୍ୟାଳୟରେ୨ ଛାତ୍ରଙ୍କୁ ପରୀକ୍ଷା ବାରଣକୁ ନେଇ ଉତ୍ତେଜନା ଦେଖାଦେଇ ଛି ।ଚତୁର୍ଥ ସେମିଷ୍ଟର ପାଇଁ ୨ ଛାତ୍ରଙ୍କୁ ଅନୁମତି ନ ଦିଆଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।ପିଜି କାଉନସିଲ୍ ଗେଟ୍ରେ ତାଲା ପକାଇ ପ୍ରତିବାଦରେ ଛାତ୍ରମାନଙ୍କ ହୋହଲ୍ଲା କରିଛନ୍ତି।
ଓଡ଼ିଆ ବିଭାଗ ଅଧ୍ୟାପକଙ୍କୁ ମାଡ଼ ଘଟଣାରେ ୨ ଛାତ୍ର ଗିରଫ ହୋଇଥିଲେ ।
Prev Post
Next Post
