ଘର ବାହାରେ ରକ୍ତ,ହତ୍ୟା ସନ୍ଦେହ!

0 76

ବାଙ୍କୀ,୧୨।୪(ଏସଏସନିଉଜ) ଘର ବାହାରେ ରକ୍ତର ଛିଟା ପଡିଛି।ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।ହରିରାଜପୁର ପଞ୍ଚାୟତ ନୂଆସାହି କୋଠଘର ବାହାରେ ରକ୍ତ ଛିଟା ଲାଗିଛି।
ବାହାରେ ଖଣ୍ଡା, ମୋବାଇଲ, ଚପଲ ଆଦି ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଛି।ଘର ଭିତରପଟୁ ବନ୍ଦ ରହିଛି, ଘଟଣାସ୍ଥଳରେ ପହଁଚି ପୋଲିସ ଛାନଭିନ୍‌ ଆରମ୍ଭ କରିଛି।ଘର ଭିତରେ ଜଣଙ୍କର ମୃତଦେହ ପଡ଼ି ରହିଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.