ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

0 522

ଭୁବନେଶ୍ୱର, ୧୮/୧୦(ଏସଏସନିୟୁଜ)ଘରେ କେହି ନଥିବା ସୁଯୋଗରେ ଗତକାଲି ଝରକା ଗ୍ରିଲ୍ ତାଡ଼ି ବୈରାଗୀନଗର ପ୍ଲଟ୍ ନମ୍ବର-୨୩୩/୩ର ଉପର ମହଲାରେ ରହୁଥିବା ହରୀଶ ଜେନାଙ୍କ ଘରୁ ୫ଶହ ଗ୍ରାମ୍‌ର ସୁନା ଅଳଙ୍କାର ଓ ନଗଦ ୨୮ ହଜାର ଟଙ୍କା ଲୁଟି ନେଇଯାଇଥିବାର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଏକ ମକଦ୍ଦମାରୁଜୁକରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.