ଘଟିଲା ଅଘଟଣ

0 93

ଭୁବନେଶ୍ବର,୩୦ା୯(ଏସଏସନିଉଜ)ପାଣିରେ ଗାଧୋଉଥିବାବେଳେ ବୁଡି ପ୍ରାଣହରାଇଛନ୍ତି ୨ଜଣ ଛାତ୍ରୀା ସେମାନେ ହେଲେ ବାଘାଯତୀନ ହାଇସ୍କୁଲରେ ଅଷ୍ଟ ଶ୍ରେଣୀରେ ପଢୁଥିବା ବାଲେଶ୍ବର ସଦରଥାନା ଓଡ଼ଙ୍ଗୀଗ୍ରାମର ବିଶ୍ୱଜିତଦାଶଙ୍କ ଝିଅ ତପସ୍ୱିନୀ ଓ ପଞ୍ଚମଶ୍ରେଣୀରେ ପଢୁଥିବା ସନ୍ତୋଷଦାଶଙ୍କ ଝିଅ ତନୁଶ୍ରୀ ।ଗାଧୋଉଥିବାବେଳେ ତନୁଶ୍ରୀର ଗୋଡ଼ ଖସିଯିବାରୁ ତପସ୍ୱିନୀ ତାକୁ ଉଦ୍ଧାର କରିବାକୁ ଯାଇଥିଲେ। ମାତ୍ର ଦୁହେଁ ପହଁରା ଜାଣି ନଥିବାରୁ ପାଣିରେ ବୁଡ଼ି ଯାଇଥିଲେ। ସେହିପରି ବାହାନଗାବ୍ଲକ୍ଗୋପାଳପୁରଥାନା କଲ୍ୟାଣୀ ଶଙ୍ଖସାହିରେ ବିମ୍ବାଧର ଜେନା ଓ ନୂଆପୁର ପଞ୍ଚାୟତ ପିଞ୍ଛାପାଳଗ୍ରାମର ଜାପାନଦାସଙ୍କ ପତ୍ନୀ ହୀରାବତୀ ଦୁଇଦିନ ପୂର୍ବରୁ ବିଷ ପିଇ ଦେଇ ବାଲେଶ୍ବର ମେଡିକାଲକଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.