ଘାଟିର ଖାଇରେ ଓଲଟିପଡିଲା ପିକଅପଭ୍ୟାନ୍

ଚାଲିଗଲା ଦୁଇଜୀବନ

0 122

କଳାହାଣ୍ଡି,୨୮ା୬(ଏସଏସନିଉଜ) ଆଜିସକାଳେ ଜୟପାଟଣାବ୍ଲକ ଢୁଲୁଘାଟିରେ ଏକ ପିକଅପଭ୍ୟାନ ଭାରସାମ୍ୟ ହରାଇ ଘାଟିର ଖାଇରେ ଓଲଟିପଡିଛି । ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାସହ ୧୧ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।ଆହତମାନଙ୍କୁ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଭ୍ୟାନଟି ନବରଙ୍ଗପୁର ଜିଲ୍ଲାରୁ ଧନସୁଲି ସାପ୍ତାହିକ ବଜାରକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave A Reply

Your email address will not be published.