ଘୋଡ଼ାହାଡ଼ ନଦୀରେ ବୁଡ଼ିଗଲେ

0 120

ଆସିକା,୨୦/୯(ଏସଏସ ନିଉଜ)ଘୋଡ଼ାହାଡ଼ ନଦୀରେ ବୁଡ଼ି ଜଣେ ନିଖୋଜ ହୋଇ ଥିବାବେଳେ ଜଣେ ଉଦ୍ଧାର ହୋଇଛନ୍ତି । ପାଟପୁର ଥାନା ପଟ୍ଟିଗୁଡ଼ା ପଞ୍ଚାୟତ ବାଙ୍ଗରଡ଼ା ଗାଁ ନିକଟରେ ବୁଡ଼ିଗଲେ ଯୁବକ । ଉଦ୍ଧାର ହୋଇଥିବା ଗୁରୁତର ଯୁବକଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅଗ୍ନିଶମବାହିନୀ ଦ୍ୱାରା ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି।

Leave A Reply

Your email address will not be published.