ଗିରଫ ହେଲେ ନାଏବ ସରପଞ୍ଚଙ୍କ ସ୍ବାମୀ

0 200

ବଲାଙ୍ଗୀର ,୮/୩(ଏସଏସନିଉଜ) ବଲାଙ୍ଗୀର ମୋବାଇଲ ୟୁନିଟ ଓ ସଦର ରେଞ୍ଜ ଟିମ ମିଳିତ ଚଢ଼ାଉ କରିଗୁଡଭେଲା: ତୁଷୁରା ଥାନ ଅନ୍ତର୍ଗତ ଭୋଏଗୁରା ଗାଁରୁ ୨୫ କିଲୋ ୫୦୦ ଗ୍ରାମ ଗଞ୍ଜେଇ ସହ ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତର ନେବ ସରପଞ୍ଚ ରେଣୁକା ଛତ୍ରିଆଙ୍କ ସ୍ବାମୀ ରାହାସ ବିହାରୀ ଛତ୍ରିଆଙ୍କୁ ଗିରଫ କରିଥିବା ଜଣାପଡିଛି । ରାହାସ ନିଜ ଘରେ ଗଞେଇ ରଖିଥିବାର ଖବର ପାଇ ଏହି ଟିମ୍ ଚଢଉ କରିଥିଲା ।

Leave A Reply

Your email address will not be published.