ଗୌରଚନ୍ଦ୍ରପୁର ଛକରେ ସଡ଼କ ଦୁର୍ଘଟଣା

0 127

ଭୁବନେଶ୍ୱର,୨୬ା୨(ଏସଏସନିଉଜ)ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକରେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୩ଜଣଜଣ ଗୁରୁତର ଆହତ ହୋଇଛନ୍ତି। ପିକ୍ଅପ୍ ଭ୍ୟାନକୁ ପଛ ପଟୁ ଆଇଚର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୫ଜଣ ଶ୍ରମିକ କୁକୁଡ଼ାଝରିଗାଁରୁ ବାଲୁଗାଁ ଯାଉଥିଲେ ।

Leave A Reply

Your email address will not be published.