ଗ୍ରାହକ ସାଜି ମାଡ଼ି ବସିଲେ

ଉମରକୋଟ, ୨/୭ (ଏସଏସନିଉଜ) ବିକ୍ରି ପାଇଁ ଡିଲ୍ ବେଳେ କଲରାପତରିଆ ବାଘଛାଲ ଜବତ ହୋଇଛି ।
ଉମରକୋଟ ସେମଳା ନିକଟରେ ବନବିଭାଗ ଏହାକୁ ଜବତ କରିବା ସହ ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଗ୍ରାହକ ବେଶରେ କିଣିବାକୁ ଆସି ବନ କର୍ମଚାରୀମାନେ ବାଘଛାଲ ବିକ୍ରେତାକୁ ମାଡ଼ି ବସିଥିଲେ ।

 

 

- Advertisement -

Leave A Reply

Your email address will not be published.