ଟିପର୍‌ ପଛରୁ ପିଟିଲା ବସ୍

କୋରାପୁଟ,୧୯/୭(ଏସ ଏସ ନିଉଜ)ଟିପର୍‌କୁ ପଛରୁ ବସ୍
ପିଟିବାଦ୍ୱାର ୧୦ ଯାତ୍ରୀ ଆହତ ହୋଇଥିବାର ଜଣାପଡିଛି ।ଏନ୍ଏଚ୍-୨୬ର ଶୁଣ୍ଡିପୁଙ୍ଗାର ଛକ ନିକଟରେ ଦୁର୍ଘଟଣା ଘଟିଛି ।ସରକାରୀ ବସ୍‌ଟି ବିଶାଖା ପାଟଣାରୁ ଚତ୍ରକୋଣ୍ଡା ଯିବା ବେଳେ ଦୁର୍ଘଟଣା ଘଟିଥିଲା ।

- Advertisement -

Leave A Reply

Your email address will not be published.