ଗୁଳିବିନିମୟରେ ୨ମାଓବାଦୀଙ୍କ ମୃତ୍ୟୁ

0 140

ଜୟପୁର୧୧/୧୧(ଏସଏସନିଉଜ) ବୈପାରୀଗୁଡ଼ାଥାନା ରାମଗିରିଜଙ୍ଗଲରେ ଏସ୍ଓଜି ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ୨ମାଓବାଦୀଙ୍କ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛନ୍ତି ଡିଆଇଜି । ଏହିଜଙ୍ଗଲରେ ୨୦ ମାଓବାଦୀ ଲୁଚିଥିବା ଖବରପାଇ ଗତରାତିରୁ ଅପରେସନ୍ ଆରମ୍ଭ ହୋଇଥିଲା । ୧ଟିଫିନ୍ ବୋମା, ୩ବନ୍ଧୁକ, ବିପୁଳ ଗଂଜେଇ ଓ ମାଓସାମଗ୍ରୀ ଜବତ ହୋଇଥିବାର ସୁଚନା ଦେଇଛନ୍ତି ।

Leave A Reply

Your email address will not be published.