ପଦ୍ମପୁରପାଇଁ ପ୍ରାର୍ଥୀ ଘୋଷଣାକଲା ବିଜେପି

0 176

ଭୁବନଶ୍ୱେର,୧୧/୧୧(ଏସଏସନିଉଜ)ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଆସନ୍ତା ୧୪ତାରିଖରେ ନାମାଙ୍କନ ଦାଖଲକରିବେ ପ୍ରଦୀପ । ପ୍ରଦୀପପୁରୋହୀତ ପ୍ରାର୍ଥୀ ହୋଇଥିବା ନେଇ କୁସୁମ ଟେଟେ ସୂଚନା ଦେଇଛନ୍ତି ।ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଲେ ବିଜେଡି ଏବଂ କଂଗ୍ରେସ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।ଡେସେମ୍ବର୫ତାରିଖରେ ହେବ ମତଦାନ । ୮ତାରିଖରେ ହେବ ଭୋଟ ଗଣତି । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ୧୮ତାରିଖରେ ଦାଖଲ ହେବ ନାମାଙ୍କନ ପତ୍ର ।

 

Leave A Reply

Your email address will not be published.