ଗୁମ୍ଫାରେ ଫସିଛି ଜୀବନ

0 523

ଭୁବନେଶ୍ୱର,୧୫/୧୨(ଏସଏସ ନିଉଜ)୧୫ ଫୁଟ ଗୁମ୍ଫାରେ ଫସିଛି ଜୀବନ। ତେଲେଙ୍ଗାନା କାମାରେଡି ଜିଲ୍ଲାରେ ରାଜୁ ନାମକ ଜଣେ ବ୍ୟକ୍ତି ଗୁମ୍ଫାରେ ଫସି ରହିଛନ୍ତି। ମୋବାଇଲ ଆଣିବାକୁ ଯାଇ ଫସିଯାଇଛନ୍ତି।

Leave A Reply

Your email address will not be published.