ବ୍ଲେଡରେ କାଟିଲା ନିଜ ବେକ

0 136

ବ୍ରହ୍ମପୁର,୧୫/୧୨(ଏସଏସ ନିଉଜ) ନିଶାଖୋର ଯୁବକ ଉନ୍ମତ୍ତକାଣ୍ଡ ଘଟାଇଛି। ବ୍ଲେଡରେ କାଟିଲା ନିଜ ବେକ। ବିଜୁ ପଟ୍ଟନାୟକ ପାର୍କ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା।ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ଗୁରୁତର ଅବସ୍ଥାରେ MKCG ରେ ଭର୍ତ୍ତି ହୋଇଛି।

Leave A Reply

Your email address will not be published.