ବନ୍ଧୁକ ଦେଖାଇ ଝାମ୍ପିନେଲେ ସୁନା ଚେନ୍

0 294

ଭୁବନେଶ୍ୱର,୧୨/୫(ଏସ ଏସ ନିଉଜ) ନବରଙ୍ଗପୁରର ଏକ ଦମ୍ପତ୍ତି ଜୟଦେବ ବିହାର ସ୍ଥିତ ଏକ ହୋଟେଲକୁ ଫେରୁଥିବା ବେଳେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଛନ୍ତି ।ନବରଙ୍ଗପୁରର ପଙ୍କଜ ଅଗ୍ରୱାଲ ଦୁଇ ଛୁଆ ଏବଂ ପତ୍ନୀଙ୍କୁ ନେଇ ରାଜଧାନୀକୁ ଚିକିତ୍ସା ପାଇଁ ଆସିଥିଲେ । ମଙ୍ଗଳବାର ରାତିରେ ଆଇଡିବିଆଇ ବ୍ୟାଙ୍କ ସାମ୍ନାରେ ଦମ୍ପତ୍ତି ଯାଉଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ଏହି ଲୁଟ୍ କରିଥିଲେ ।ଖବର ପାଇ ପୋଲିସ ଆସି ତଦନ୍ତ କରିଥିବା ଜଣାପଡିଛି ।

Leave A Reply

Your email address will not be published.