ହତ୍ୟା ଘଟଣାରେ ୫ଗିରଫ

0 114

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଫରେଷ୍ଟଗାର୍ଡଙ୍କୁ ହତ୍ୟା ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି।ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟଗାର୍ଡ ହତ୍ୟା ଘଟଣାରେ ଶିମିଳିପାଳ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ ହୋଇଛନ୍ତି।ସେମାନଙ୍କ ଠାରୁ ୧୦ଦେଶୀ ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି।ମିଳିତ ଚଢ଼ାଉ ପରେ ପୋଲିସ ଓ ବନବିଭାଗକୁ ଏହି ସଫଳତା ମିଳିଛି।ଅନ୍ୟପଟେ ଛୁରୀଭୁସି ହତ୍ୟା ଘଟଣାରେ ୨ଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ।ଗିରଫ ୨ଯୁବକ ହେଉଛନ୍ତି ବିମଳ ରାଉତ ଓ ପ୍ରିତମ୍‌ କଲେତ୍‌ ସୂଚନା।
ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ଛୁରାମାଡ଼ ହୋଇଥିଲା।

Leave A Reply

Your email address will not be published.