ହସ୍ପିଟାଲରୁ ଫେରିଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା

0 781

ମୁମ୍ବାଇ ,୨୭/୭(ସତ୍ୟସନ୍ଧାନ ଡେସ୍କ)ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟା ସୋମବାର ହସ୍ପିଟାଲରୁ ଫେରିଥିବା ସମ୍ପର୍କରେ ଅଭିଷେକ ବଚ୍ଚନ ଟ୍ୱିଟ୍ କରି ଜଣାଇଛନ୍ତି। ଗତ ୧୪ରେ ସେମାନେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଐଶ୍ୱର୍ଯ୍ୟା ଓ ଆରାଧ୍ୟା ସୁସ୍ଥ ହେବା ପରେ ଘରକୁ ଚାଲି ଯାଇଛନ୍ତି। ତାଙ୍କ ପିତା ଙ୍କ ସହ ସେ ଏବେବି ଚିକିତ୍ସାଧୀନ ରହିଥିବା ଅଭିଷକ ଟ୍ୱିଟରେ ଜଣାଇଛନ୍ତି।

Leave A Reply

Your email address will not be published.